ଓଦା Odā

  • ଦେ. ବିଣ. (ସଂ. ଆର୍ଦ୍ର; ତୁଳ. ଆସାମୀ—ଓଦା=ଆର୍ଦ୍ର) — ଆର୍ଦ୍ର; ତିନ୍ତା; ସିକ୍ତ — Wet; damp; moist
  • ଦେ. ବିଣ. (ସଂ. ଆର୍ଦ୍ର; ତୁଳ. ଆସାମୀ—ଓଦା=ଆର୍ଦ୍ର) — ଓଦା ଦେହଠାରେ ସିନା ସବୁ କଥା ଭାଳି। ସାରଳାମହାଭାରତ, ଉଦ୍ଯୋଗ।
  • ଦେ. ବି ଓ ବିଣ — ଉଦା (ଦେଖ) — Udā (See)