ଓତପ୍ରୋତ Otaprota

  • ସଂ. ବିଣ.—(ଦ୍ୱନ୍ଦ୍ୱ. ଓତ=ଲମ୍ବ ବାଗରେ ବୁଣା+ପ୍ରୋତ =ଚଉଡ଼ାବାଗରେ ବୁଣା) — ଟାଣୀଭରଣୀ ଦୁଇ— ବାଗରେ ସିଲେଇ ବା ବୁଣା ହୋଇଥିବା — Sewn or woven throughout (woof and wrap); sewn crosswise and lengthwise
  • ସଂ. ବିଣ.—(ଦ୍ୱନ୍ଦ୍ୱ. ଓତ=ଲମ୍ବ ବାଗରେ ବୁଣା+ପ୍ରୋତ =ଚଉଡ଼ାବାଗରେ ବୁଣା) — ସର୍ବତ୍ର ବ୍ୟାପ୍ତ — Extending to every quarter; lying in and through