ଓଠ Oṭha

  • ଦେ. ବି.—(ସଂ. ଓଷ୍ଠ) — ଅଧର; ଓଷ୍ଠ — Lip
  • ଦେ. ବି.—(ସଂ. ଓଷ୍ଠ) — ଉଠିଗଲେ ତମରେ କାମୋଡି ଓଠଟି—କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବି.—(ସଂ. ଓଷ୍ଠ) — ଚିବୁକ; ଥୋଡ଼ — The part of the face below the lips