ଓଟାରିବା Oṭāribā

  • ଦେ. କ୍ରି—(ସଂ. ଅବ+ତୃ ଧାତୁ=ଟାଣିବା; ତୁଳ—ପ୍ରା. ଓତାର) — ଆକର୍ଷଣ କରିବା; ଟାଣିବା; ଝିଙ୍କିବା — To pull; to drag; to attract; to draw
  • ଦେ. କ୍ରି—(ସଂ. ଅବ+ତୃ ଧାତୁ=ଟାଣିବା; ତୁଳ—ପ୍ରା. ଓତାର) — ଆସ ଆସ ସ୍ୱାମୀ ବୋଲି ଅର୍ଜୁନେ ଓଟାରି—ସାରଳାମହାଭାରତ—ମଧ୍ୟ।
  • ଦେ. କ୍ରି—(ସଂ. ଅବ+ତୃ ଧାତୁ=ଟାଣିବା; ତୁଳ—ପ୍ରା. ଓତାର) — (କୂଅ ଆଦିରୁ ପାଣି) କାଢ଼ିବା — To draw up (water from wells, tanks etc.); to life