ଓଡ଼ Oṟḍ̠a

  • ସଂ. ବି. (ସଂ. ଓଡ୍ର) — ଜବା; ମନ୍ଦାର ଫୁଲ — China rose
  • ଦେ. ବି. — (ସଂ. ଉଡ୍ର ବା ଓଢ୍ର)—ଉତ୍କଳର ଆଦିମ ନିବାସୀ ଜାତିବିଶେଷ — The original people inhabiting the Utkaḻa country
  • ଦେ. ବି. — ଓଡ଼ିଆ ଚଷାମାନଙ୍କର ଜାତିବିଶେଷ; ଓଡ଼ଚଷା — A class of Chashās amongst the Oṟḍ̠iās
  • ଦେ. ବି. — ବିଶାଖାପାଟଣା ଜୟପୁରବାସୀ ପାଇକ ଜାତି — A caste of Pāikas, resident of Jaypur in Vizagapatam
  • ଦେ. ବି. — (ସଂ. ହୋଡ଼ ଧାତୁ=ଗତି କରିବା)—ଭୂମିରେ ହଳ କରିବାର ଗୋଟିଏ ଥର — Ploughing of a field one time only
  • ଦେ. ବି. — ଷାଠିଏ ଓଡ଼ ମୂଳା, ତାର ଅଧ ଗୁଳା, ତାର ଅଧ ତୁଳା, ତାର ଅଧ ଧାନ, ତେବେ ଚଷା ଖାଏ ବଙ୍ଗଳା ପାନ—କୃଷିବଚନ।
  • ଦେ. ବି. — (ଲକ୍ଷଣାର୍ଥ) ମୂର୍ଖ ଓ ଅଖାଡ଼ୁଆ ଲୋକ — A churl; an ill-bred fellow