ଓଟରାଓଟରି Oṭarāoṭari
- ଦେ. ବି. — ଅନ୍ୟୋଽଅନ୍ୟରେ ଟଣାଟଣି ବା ଝିଙ୍କାଝିଙ୍କି ହେବା; ଜଣେ ଜଣକୁ ଝିଙ୍କିବା — Pulling one another; mutual drawing; tugging
- ଦେ. ବିଣ — ଅନ୍ୟୋଽଅନ୍ୟରେ ଟଣାଟଣି ବା ଝିଙ୍କାଝିଙ୍କି ହେଉଥିବା — Pushing one another
- ଦେ. ବିଣ — ପୁଣି ସେ ଓଟରାଓଟରି ହୋଇ କରି। କୃଷ୍ଣସିଂହ, ମହାଭାରତ।