ଓଟରା ପଡ଼ିବା Oṭarā paṟḍ̠ibā
- ଦେ. ବି. — ନଈବଢ଼ି ଛାଡ଼ି ଛାଡ଼ି ଯାଉଥିବା ସମୟରେ ସ୍ରୋତର ବେଗ ଅଧିକ ହେବା — The increase of the speed of a current while the flood is subsiding
- ଦେ. ବି. — ମରୁଡ଼ି ଯୋଗୁଁ ଫସଲ ମରିଯିବାର ଅବସ୍ଥା ଘଟିବା (ଯେଉଁ ଅବସ୍ଥାରେ ପୋଖରୀ ଆଦିରୁ ଶେଣା ବା ତେଣ୍ଡାଦ୍ୱାରା ପାଣି ଓଟାରି [ଉଠାଇ] କ୍ଷେତରେ ମଡ଼ାଇବାକୁ ହୁଏ) — Season of drought necessitating irrigation by drowning water from tanks
- ଦେ. ବି. — (ଯଥା—ଏ ବର୍ଷ ଇନ୍ଦ୍ର ନ ପାଳିବାରୁ ଭାରି ଓଟରା ପଡ଼ିଲା।)
- ଦେ. ବି. — ଆବଶ୍ୟକ ଅର୍ଥ ପାଇଁ ଅନାଟନ ଅବସ୍ଥା ଘଟିବା — The state of being in financial want