ଓଟପକ୍ଷୀ Oṭapakshī

  • ଦେ. ବି. — ଆଫ୍ରିକାରେ ମିଳୁଥିବା ସର୍ବାପେକ୍ଷା ବୃହତ ପକ୍ଷି— ବିଶେଷ — Ostrich
  • ଦେ. ବି. — [ଦ୍ର—ଏମାନେ ଉଚ୍ଚରେ 4।5 ଫୁଟ ବଢ଼ନ୍ତି; ପକ୍ଷ ଛୋଟ; ଗୋଡ଼ ଓ ବେକ ଓଟଙ୍କ ପରି ଲମ୍ବ ଲମ୍ବ; ଏମାନେ ଖୁବ୍ ଦୌଡ଼ି ପାରନ୍ତି।] — [ଦ୍ର—ଏମାନେ ଉଚ୍ଚରେ45ଫୁଟ ବଢ଼ନ୍ତି; ପକ୍ଷ ଛୋଟ; ଗୋଡ଼ ଓ ବେକ ଓଟଙ୍କ ପରି ଲମ୍ବ ଲମ୍ବ; ଏମାନେ ଖୁବ୍ ଦୌଡ଼ି ପାରନ୍ତି]