ଓକର Okara

  • ଦେ. ବି — ଗୃହଚ୍ଛିଦ୍ର — Family-secrets
  • ଦେ. ବି — ବଳ; କ୍ଷମତା; ଶକ୍ତି — Power; authority
  • ଦେ. ବି — (ଯଥା—ପଦେ କହିବାକୁ ମୋର ଓକର ନାହିଁ।)
  • ଦେ. ବି — ଅଭ୍ୟାସ; ଖୋଇ — Habit