ଓଉ Ou
- ଦେ. ବି (ସଂ. ଭବ୍ୟ; ଉଦ୍ଦାଳକ; ବହୁବାର—ତୁଳ. ଆସାମୀ— ଅଉ) — ଅମ୍ଳଫଳବିଶେଷ — Dillenia Speciosa (Indica)
- ଦେ. ବି (ସଂ. ଭବ୍ୟ; ଉଦ୍ଦାଳକ; ବହୁବାର—ତୁଳ. ଆସାମୀ— ଅଉ) — [ଦ୍ର—ଗୋଲାକାର ଫଳ ଓ ଦନ୍ତୁର ପତ୍ରବିଶିଷ୍ଟ ସୁନ୍ଦର ବନ୍ୟ ତରୁ ଏହାର ବକଳା ମୋଟା ଓ ରଙ୍ଗାଳିଆ। ଏହାର ଦନ୍ତୁରିତ ପତ୍ର ଗୁଡିକ ଲଗା— ଲଗି ହୋଇ ରହିଥାଏ। ପତ୍ରର ଉପର ପାଖ ସାଉଁଳିଆ। ତଳ ପାଖ କ୍ଷୁଦ୍ର ଅଂଶୁ ଯୁକ୍ତ। ଫୁଲଗୁଡିକ 6 ବା 7 ଇଞ୍ଚ ବିସ୍ତୃତ। ଫୁଲ ପାଖୁଡାର ବର୍ଣ୍ଣ ଧଳା। ଫଳଗୁଡିକର ଗୋଲେଇ 5 " ବା 6 " ହୁଏ। ଫଳଭିତରେ ନାଳ ଥାଏ। ଏହା ଖଟା ଓ ଈଷତ୍ କଷା ଲାଗେ। ଲୋକେ ଏ ଫଳକୁ ଆମ୍ବିଳକରି— ଖାଆନ୍ତି ଏବଂ ଫଡାଗୁଡିକ ସରୁ ସରୁ କରି କାଟି ଆଚାର ଓ ତରକାରୀ କରନ୍ତି।] — [ଦ୍ର—ଗୋଲାକାର ଫଳ ଓ ଦନ୍ତୁର ପତ୍ରବିଶିଷ୍ଟ ସୁନ୍ଦର ବନ୍ୟ ତରୁ ଏହାର ବକଳା ମୋଟା ଓ ରଙ୍ଗାଳିଆ ଏହାର ଦନ୍ତୁରିତ ପତ୍ର ଗୁଡିକ ଲଗା— ଲଗି ହୋଇ ରହିଥାଏ ପତ୍ରର ଉପର ପାଖ ସାଉଁଳିଆ ତଳ ପାଖ କ୍ଷୁଦ୍ର ଅଂଶୁ ଯୁକ୍ତ ଫୁଲଗୁଡିକ6ବା7ଇଞ୍ଚ ବିସ୍ତୃତ ଫୁଲ ପାଖୁଡାର ବର୍ଣ୍ଣ ଧଳା ଫଳଗୁଡିକର ଗୋଲେଇ5" ବା6" ହୁଏ ଫଳଭିତରେ ନାଳ ଥାଏ ଏହା ଖଟା ଓ ଈଷତ୍ କଷା ଲାଗେ ଲୋକେ ଏ ଫଳକୁ ଆମ୍ବିଳକରି— ଖାଆନ୍ତି ଏବଂ ଫଡାଗୁଡିକ ସରୁ ସରୁ କରି କାଟି ଆଚାର ଓ ତରକାରୀ କରନ୍ତି]