ଓଁକାରନାଥ Oñkāranātha

  • ଦେ. ବି (ନାମ) ହିନ୍ଦୁ ତୀର୍ଥ—ବିଶେଷ — Name of a place of a Hindu-pilgrimage
  • ଦେ. ବି [ଦ୍ର—ଓଁକାରନାଥ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ। ଏହି ମନ୍ଦିରଟି ନର୍ମଦାର ଉତ୍ତର ତୀରରେ ଅବସ୍ଥିତ। ମଦନମୋହନ. ତୀର୍ଥଦର୍ଶନ।]