ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ (Oñ) Ṡāntiḥ ṡāntiḥ ṡāntiḥ

  • ସଂ. ବି — ଶାନ୍ତିବାଚକ ମନ୍ତ୍ରର ଶେଷାଂଶ — A mystic repetition of the word ṡāntiḥ (peace), uttered while sprinkling water after Ṡānti Home
  • ସଂ. ବି — [ଦ୍ର—ପ୍ରାୟଶ୍ଚିତ୍ତ ଓ ହୋମାଦି ଶେଷରେ ଏ ମନ୍ତ୍ର ଉଚ୍ଚାରଣ ପୂର୍ବକ ଶାନ୍ତ୍ୟୁଦକ ସେଚନ କରିବାକୁ ହୁଏ। ଏହି ମନ୍ତ୍ରକୁ ବୋଲି ମୃତାହର 11 ଶ ଦିନ ମୃତ ବ୍ଯକ୍ତିର ସ୍ନାତ କୁଟୁମ୍ବମାନଙ୍କ ଉପରେ ପୁରୋହିତ ଶାନ୍ତ୍ୟୁଦକ ସେଚନ କରନ୍ତି। ଋଗ୍ବେଦ, ଯଜୁର୍ବେଦ, ସାମ ବେଦ ଓ ଅଥର୍ବ ବେଦରେ ଭିନ୍ନ ଭିନ୍ନ ଶାନ୍ତି ମନ୍ତ୍ର (ସୁକ୍ତ) ଅଛି ଏବଂ ତତ୍ତତ୍ ବେଦାଧ୍ୟାୟୀ ବ୍ରାହ୍ମଣମାନେ ନିଜ ନିଜର ବେଦୋକ୍ତ ଶାନ୍ତି ମନ୍ତ୍ର ପାଠ କରନ୍ତି।] — [ଦ୍ର—ପ୍ରାୟଶ୍ଚିତ୍ତ ଓ ହୋମାଦି ଶେଷରେ ଏ ମନ୍ତ୍ର ଉଚ୍ଚାରଣ ପୂର୍ବକ ଶାନ୍ତ୍ୟୁଦକ ସେଚନ କରିବାକୁ ହୁଏ ଏହି ମନ୍ତ୍ରକୁ ବୋଲି ମୃତାହର11ଶ ଦିନ ମୃତ ବ୍ଯକ୍ତିର ସ୍ନାତ କୁଟୁମ୍ବମାନଙ୍କ ଉପରେ ପୁରୋହିତ ଶାନ୍ତ୍ୟୁଦକ ସେଚନ କରନ୍ତି ଋଗ୍ବେଦ, ଯଜୁର୍ବେଦ, ସାମ ବେଦ ଓ ଅଥର୍ବ ବେଦରେ ଭିନ୍ନ ଭିନ୍ନ ଶାନ୍ତି ମନ୍ତ୍ର (ସୁକ୍ତ) ଅଛି ଏବଂ ତତ୍ତତ୍ ବେଦାଧ୍ୟାୟୀ ବ୍ରାହ୍ମଣମାନେ ନିଜ ନିଜର ବେଦୋକ୍ତ ଶାନ୍ତି ମନ୍ତ୍ର ପାଠ କରନ୍ତି]