ଓଁ ମଣିପଦ୍ମେହୁଁ Oñ maṇipadmehuñ

  • ଦେ. ଅ (ମନ୍ତ୍ର) — ତିବ୍ବତୀୟ ଲାମାମାନଙ୍କର ଜପିବା ମନ୍ତ୍ର ବିଶେଷ — A formula uttering which the Tibetan Lamas count rosary
  • ଦେ. ଅ (ମନ୍ତ୍ର) — [ଦ୍ର—ତିବ୍ବତରେ ପ୍ରବାଦ ଅଛି ଯେ ମାନସସରୋବର ପୂର୍ବେ ରାକ୍ଷସଙ୍କ ଆବାସ ଭୂମି ଥିଲା। ପଦ୍ମମୁନି କାଶୀଠାରୁ ଜ୍ୱାଳାମୁଖୀବାଟେ ତିବ୍ବତକୁ ଆସି ଧର୍ମପ୍ରଚାର ଓ ମଠ ସ୍ଥାପନ ପୂର୍ବକ ତିବ୍ବତବାସିମାନଙ୍କୁ ଏହି ମନ୍ତ୍ରରେ ଦୀକ୍ଷିତ କଲେ। ଏଥିପାଇଁ ତିବ୍ବତବାସୀମାନେ 'କାଶୀଲାମା' ବା ଭାରତୀୟ ଯୋଗୀମାନଙ୍କୁ ସମ୍ମାନ କରନ୍ତି ଓ କୌଣସି ଗ୍ରନ୍ଥ ଲେଖିବା ପୂର୍ବେ ତିବ୍ବତରେ ପ୍ରଥମେ ଦେବତାଙ୍କ ନାମ ପରି 'କାଶୀ' ନାମ ଲେଖାଯାଏ। ବଙ୍ଗଳା. ସ୍ୱାମୀ. ରାମାନନ୍ଦ 214 ପୃଷ୍ଠା।] — [ଦ୍ର—ତିବ୍ବତରେ ପ୍ରବାଦ ଅଛି ଯେ ମାନସସରୋବର ପୂର୍ବେ ରାକ୍ଷସଙ୍କ ଆବାସ ଭୂମି ଥିଲା ପଦ୍ମମୁନି କାଶୀଠାରୁ ଜ୍ୱାଳାମୁଖୀବାଟେ ତିବ୍ବତକୁ ଆସି ଧର୍ମପ୍ରଚାର ଓ ମଠ ସ୍ଥାପନ ପୂର୍ବକ ତିବ୍ବତବାସିମାନଙ୍କୁ ଏହି ମନ୍ତ୍ରରେ ଦୀକ୍ଷିତ କଲେ ଏଥିପାଇଁ ତିବ୍ବତବାସୀମାନେ 'କାଶୀଲାମା' ବା ଭାରତୀୟ ଯୋଗୀମାନଙ୍କୁ ସମ୍ମାନ କରନ୍ତି ଓ କୌଣସି ଗ୍ରନ୍ଥ ଲେଖିବା ପୂର୍ବେ ତିବ୍ବତରେ ପ୍ରଥମେ ଦେବତାଙ୍କ ନାମ ପରି 'କାଶୀ' ନାମ ଲେଖାଯାଏ ବଙ୍ଗଳା. ସ୍ୱାମୀ. ରାମାନନ୍ଦ214ପୃଷ୍ଠା]