ଐ A̲i̱

  • ସଂ. ବି — ଶିବ — God Ṡiba
  • ଦେ. ବି. (ଧ୍ୱନ୍ୟନୁକରଣ) — ବମନ — Vomiting
  • ଦେ. ବି. (ଧ୍ୱନ୍ୟନୁକରଣ) — ବମନେଚ୍ଛା — Tendency to vomit
  • ଦେ. ଅ. (ଆମନ୍ତ୍ରଣ, ଆହ୍ୱାନ, ସମ୍ବୋଧନ ଓ ସ୍ମରଣାର୍ଥକ) — ଅୟି; ହେ — Interjection used in inviting, calling, addressing and recollecting