ଐଶ୍ୱର୍ଯ୍ୟ A̲i̱ṡwarj̄yā

  • ସଂ. ବି. (ଈଶ୍ୱର+ଯ) — ପ୍ରଭୁତ୍ୱ — Supremacy; mastery; great power
  • ସଂ. ବି. (ଈଶ୍ୱର+ଯ) — ଅସାଧାରଣ ତେଜ — Glory; extraordinary splendour
  • ସଂ. ବି. (ଈଶ୍ୱର+ଯ) — ଈଶ୍ୱରତ୍ୱ — Divine majesty; divine perfection; divinity
  • ସଂ. ବି. (ଈଶ୍ୱର+ଯ) — ଧନ; ସମ୍ପତି; ବିଭବ; ବଡ଼ତି — Riches; affluence; wealth
  • ସଂ. ବି. (ଈଶ୍ୱର+ଯ) — ମହିମା; ପ୍ରତାପ — Majesty; grandeur
  • ସଂ. ବି. (ଈଶ୍ୱର+ଯ) — ଈଶ୍ୱରଙ୍କର ଅଣିମାଦି ଅଷ୍ଟବିଧ ବିଶିଷ୍ଟ ଶକ୍ତି ବା ବିଭୂତି — Eight divine attributes of god