ଐଳାବୃତବର୍ଷ A̲i̱ḻābṛutabarsha

  • ସଂ. ବି. (ଇଳାବୃତ+ଅ+ବର୍ଷ) — ଜମ୍ବୁଦ୍ୱୀପର ନଅଗୋଟି ବର୍ଷ ବା ଅଂଶର ଏକତମ — One of the 9 countries which formed a part of the mythological Jambudwīpa
  • ସଂ. ବି. (ଇଳାବୃତ+ଅ+ବର୍ଷ) — ଇଳାବୃତ ଦେଶ; କୈଳାଶପର୍ବତର ସନ୍ନିହିତ ସ୍ଥାନ; (ସେଠାରେ ଅଭିଶାପଗ୍ରସ୍ତ ରାଜା ଇଳ ସ୍ତ୍ରୀ (ଇଳା) ରୂପରେ ବୁଧଙ୍କ ସହିତ ବାସ କରୁଥିଲେ) — Name of a country near the Ka̲i̱lāṡa mountains