ଐତରେୟ A̲i̱tareya
- ସଂ. ବି — (ଇତର+ଏୟ)—ଇତର ନାମକ ଋଷି ପ୍ରଣୀତ ଋଗ୍ବେଦର ଅଂଶ — Portion of the Ṛugbeda composed by sage Itara
- ସଂ. ବି — ଋଗ୍ବେଦର ଉପନିଷଦ୍ବିଶେଷ — Title of an Upanishad
- ସଂ. ବି — ଇତର ମୁନିଙ୍କ ପୁତ୍ର — Son of sage Itara
- ସଂ. ବି — [ଦ୍ର—ଋଗ୍ବେଦର ଅଷ୍ଟାଦଶ ଅଧ୍ୟାୟ ଓ ପାଞ୍ଚ ଆରଣ୍ୟକରେ ବିଭକ୍ତ ଖଣ୍ଡିଏ ଆରଣ୍ୟକ ବା ଶାଖା ସାତ ଅଧ୍ୟାୟରେ ବିଭକ୍ତ ଦ୍ୱିତୀୟ ଆରଣ୍ୟକର ଗୋଟିଏ ଅଂଶର ନାମ ଐତରେୟ ଉପନିଷଦ୍। ଋଗ୍ବେଦର ଗୋଟିଏ ବ୍ରାହ୍ମଣ ବା ବେଦାଂଶର ନାମ ଐତରେୟ ବ୍ରାହ୍ମଣ। ଏହା ଆଠଗୋଟି ପଞ୍ଜିକାରେ ବିଭକ୍ତ। ଜ୍ଞାନେନ୍ଦ୍ର ସଂଗୃହୀତ ରାମନାଥ ସରସ୍ୱତୀଙ୍କ ଉକ୍ତି।]