ଐକାହିକ A̲i̱kāhika
- ସଂ. ବିଣ. (ଏକ+ଅହନ୍=ଦିବସ+ଇକ) — ଏକୋଇ; ଏକୁଆ; ଏକଦିନ ଅନ୍ତରରେ ଘଟୁଥିବା — Occurring every alternate day
- ସଂ. ବିଣ. (ଏକ+ଅହନ୍=ଦିବସ+ଇକ) — ଏକଦିନରେ ନିଷ୍ପାଦ୍ୟ — Performable in a day
- ସଂ. ବିଣ. (ଏକ+ଅହନ୍=ଦିବସ+ଇକ) — ଏକଦିନ ବ୍ୟାପକ (ଜ୍ୱର) — Extending. over day; quotodian (fever)
- ସଂ. ବିଣ. (ଏକ+ଅହନ୍=ଦିବସ+ଇକ) — ଯାହା ଏକଦିନ ମାତ୍ର ରହେ — Lasting for a day only; ephemeral