ଐକାନ୍ତିକ A̲i̱kāntika

  • ସଂ. ବିଣ. (ଏକାନ୍ତ+ଇକ) — ନିଶ୍ଚିତ — Absolute
  • ସଂ. ବିଣ. (ଏକାନ୍ତ+ଇକ) — ନିଶ୍ଚଳ — Unalterable
  • ସଂ. ବିଣ. (ଏକାନ୍ତ+ଇକ) — ସମଧିକ; ପ୍ରଗାଢ଼ — Excessive
  • ସଂ. ବିଣ. (ଏକାନ୍ତ+ଇକ) — ଆତ୍ୟନ୍ତିକ — Extreme; perfect