ଐକାନ୍ୟିକ A̲i̱kānyika

  • ସଂ. ବିଣ. ପୁଂ. (ଏକ+ଅନ୍ୟ+ଇକ) — ଯେଉଁ ଛାତ୍ର ଏକପ୍ରକାର ପଢ଼େ ଓ ପରୀକ୍ଷା ସମୟରେ ଅନ୍ୟ ପ୍ରକାର ଉତ୍ତର ଦିଏ; କୁପାଠକ — (a student) Of bad memory; dunce