ଏଡ଼େରୁ ଏଡ଼େ ହେବା Eṟḍ̠eru eṟḍ̠e hebā

  • ଦେ. କ୍ରି — ଅତି ହୀନ ନଗଣ୍ୟ ଅବସ୍ଥାରୁ ଉନ୍ନତ ଅବସ୍ଥାକୁ ଆସିବା — To rise high up from a mean position
  • ଦେ. କ୍ରି — ଶିଶୁ ଅବସ୍ଥା ଲଙ୍ଘନ କରି ବଡ଼ ହେବା — To grow older after one's childhood