ଏଡ଼େରୁ ଏଡ଼େ କରିବା Eṟḍ̠eru eṟḍ̠e karibā

  • ଦେ. କ୍ରି — ସାହାଯ୍ୟ କରି କୌଣସି ଲୋକକୁ ଅତି ନଗଣ୍ୟ ଅବସ୍ଥାରୁ ଉନ୍ନତ ଅବସ୍ଥାକୁ ଆଣିବା — To improve another person's condition by repeated help
  • ଦେ. କ୍ରି — ଏଡ଼େଉଁ ଏଡ଼େ କରିବା (ଦେଖ) — Eṟḍ̠euñ eṟḍ̠e karibā (See)