ଏହିଲାଗେ Ehilāge

  • ଦେ. ଅ. — ଠିକ୍ ପୂର୍ବବର୍ତ୍ତୀ ମୁହୂର୍ତ୍ତରେ — Very recently
  • ଦେ. ଅ. — ଏହିକ୍ଷଣରେ; ବର୍ତ୍ତମାନ — At this moment
  • ଦେ. ଅ. — ଠିକ୍ ପରବର୍ତ୍ତୀ ମୁହୂର୍ତ୍ତରେ — Immediately after
  • ଦେ. ଅ. — ଏହିଲାଗେ ଅଦୃଶ୍ୟ ହୋଇବେ ଅରୁଣ। କୃଷ୍ଣସିଂହ. ମହାଭାରତ. ଆଦି।