ଏହିକ୍ଷଣି Ehikshaṇi

  • ଦେ. ଅ (ସଂ. ଏତତକ୍ଷଣ) — ଏହିକ୍ଷଣରେ — At this moment
  • ଦେ. ଅ (ସଂ. ଏତତକ୍ଷଣ) — ବର୍ତ୍ତମାନ — Just-now; immediately