ଏଷଣା Eshaṇā

  • ସଂ. ବି. ସ୍ତ୍ରୀ. (ଆ+ଇଷ ଧାତୁ+ଅନ+ସ୍ତ୍ରୀ. ଆ) — ଅନ୍ୱେଷଣ — Searching or seeking
  • ସଂ. ବି. ସ୍ତ୍ରୀ. (ଆ+ଇଷ ଧାତୁ+ଅନ+ସ୍ତ୍ରୀ. ଆ) — ଇଚ୍ଛା; ବାଞ୍ଛା — Wish; desire
  • ସଂ. ବି. ସ୍ତ୍ରୀ. (ଆ+ଇଷ ଧାତୁ+ଅନ+ସ୍ତ୍ରୀ. ଆ) — ସ୍ୱର୍ଣ୍ଣକାର ପ୍ରଭୃତିଙ୍କ ନିକିତି — Goldsmith's balance