ଏଲେନ୍ବରା Elenbarā

  • ବୈଦେ. ବି. (ଇଂ.) ନାମ — ଭାରତର ବଡ଼ଲାଟ; ଲର୍ଡ ଏଲେନବରା — Lord Ellenborough
  • ବୈଦେ. ବି. (ଇଂ.) ନାମ — [ଦ୍ର—ଏ ଖ୍ରୀ. ଅ 1842 ରେ ଭାରତକୁ ବଡ଼ଲାଟ ହୋଇ ଆସି— ଥିଲେ। ଏହାଙ୍କ ପରବର୍ତ୍ତୀ ବଡ଼ଲାଟ ଲର୍ଡ ଅକ୍ଲାଣ୍ଡଙ୍କ ଅମଳରୁ ଲାଗିଥିବା କାବୁଲ୍ ଯୁଦ୍ଧ ଏହାଙ୍କ ସମୟରେ ଚଳୁଥିଲା ଓ ଉକ୍ତ ଯୁଦ୍ଧର ଅବସାନ ନ ହେଉଣୁ ଏ ଭାରତରୁ ଚାଲି ଗଲେ। ସିନ୍ଧୁର ନବାବଙ୍କ ପ୍ରତି ଅନ୍ୟାୟାଚରଣ କରିଥିବା ଅଭିଯୋଗରୁ ଇଷ୍ଟ୍ ଇଣ୍ଡିଆ କୋମ୍ପାନି ଏହାଙ୍କୁ 1844 ଖ୍ରୀ.ଅ.ରେ ପଦଚ୍ୟୁତ କଲେ।] — [ଦ୍ର—ଏ ଖ୍ରୀ. ଅ1842ରେ ଭାରତକୁ ବଡ଼ଲାଟ ହୋଇ ଆସି— ଥିଲେ ଏହାଙ୍କ ପରବର୍ତ୍ତୀ ବଡ଼ଲାଟ ଲର୍ଡ ଅକ୍ଲାଣ୍ଡଙ୍କ ଅମଳରୁ ଲାଗିଥିବା କାବୁଲ୍ ଯୁଦ୍ଧ ଏହାଙ୍କ ସମୟରେ ଚଳୁଥିଲା ଓ ଉକ୍ତ ଯୁଦ୍ଧର ଅବସାନ ନ ହେଉଣୁ ଏ ଭାରତରୁ ଚାଲି ଗଲେ ସିନ୍ଧୁର ନବାବଙ୍କ ପ୍ରତି ଅନ୍ୟାୟାଚରଣ କରିଥିବା ଅଭିଯୋଗରୁ ଇଷ୍ଟ୍ ଇଣ୍ଡିଆ କୋମ୍ପାନି ଏହାଙ୍କୁ1844ଖ୍ରୀ.ଅ.ରେ ପଦଚ୍ୟୁତ କଲେ]