ଏଲିଭେସନ Elibhesan
- ବୈଦେ. ବି (ଇଂ. ଏଲିଭେସନ୍) — ଦେଉଳ, ଘର ବା କୋଠାଆଦିକୁ ଏକପାଖରୁ ଚାହିଁଲେ ଯେପରି ଦେଖା— ଯାଏ କାଗଜ ଉପରେ ତହିଁର ଚିତ୍ର ବା ନକ୍ସା — Elevation of a building drawn in a map
- ବୈଦେ. ବି (ଇଂ. ଏଲିଭେସନ୍) — [ଦ୍ର—ଗୋଟିଏ ଘରତଳିର ଚିତ୍ରକୁ ପ୍ଲାନ, ପାଖର ଚିତ୍ରକୁ ଏଲିଭେସନ୍ ଓ ମଝିରୁ କାଟିଦେଲେ ଯେପରି ଦେଖାଯାଏ ତହିଁର ଚିତ୍ରକୁ ସେକ୍ସନ୍ ବୋଲାଯାଏ।]