ଏଲିଜାବେଥ୍ Elijābeth

  • ବୈଦେ. ବି (ଇଂ. ଐତିହାସିକ ନାମ) — ମୋଗଲ ସମ୍ରାଟ ଆକବରଙ୍କ ସମସାମୟିକ ଷୋଡ଼ଶ ଶତାବ୍ଦିର ଇଂଲଣ୍ଡର ପ୍ରସିଦ୍ଧ ରାଣୀ—ଏହାଙ୍କ ଛାମୁ ଚିଟାଉ ଘେନି ଇଂଲଣ୍ଡର ଇଷ୍ଟ ଇଣ୍ଡିଆକୋମ୍ପାନୀ ଭାରତକୁ ବାଣିଜ୍ୟ କରିବାକୁ ଆସିଥିଲେ — Elizabeth the Queen of England of the sixteenth century