ଏରଣ୍ଡତୈଳ Eraṇḍa ta̲i̱ḻa

  • ସଂ. ବି.—( 6 ଷ୍ଠୀ ତତ୍; ଏରଣ୍ଡ+ତୈଳ) — ଜଡାତେଲ — Castor oil
  • ସଂ. ବି.—( 6 ଷ୍ଠୀ ତତ୍; ଏରଣ୍ଡ+ତୈଳ) — [ଦ୍ର—ଏ ତେଲ ଖାଇଲେ କୋଷ୍ଠ ଶୁଦ୍ଧି ହୁଏ।]