ଏଫେଲ୍ ଟାୱାର Ephel ṭāwār
- ବୈଦେ. ବି (ଇଂ. ଏଫେଲ୍ ଟାୱାର୍) — ଫ୍ରାନ୍ସର ରାଜଧାନୀ ପାରିସ୍ ନଗରରେ ଥିବା ପୃଥିବୀର ସର୍ବୋଚ୍ଚ ସ୍ତମ୍ଭ — Effel Tower
- ବୈଦେ. ବି (ଇଂ. ଏଫେଲ୍ ଟାୱାର୍) — [ଦ୍ର—ଏହା ମଧ୍ୟରେ ବହୁତ ପାହାଚ ଓ କଳର ଉଠାସିଡି — (lift)ଅଛି ଏହା ଉପରକୁ ଉଠିଲେ ଚତୁଃପାର୍ଶ୍ୱରେ ବହୁଦୂର ପର୍ଯ୍ୟନ୍ତ ଦେଖାଯାଏ]