ଏଧମାନ Edhamāna

  • ସଂ. ବିଣ. [ଏଧ ଧାତୁ=ବୁଦ୍ଧି ପାଇବା+ଆନ (ଶାନଚ୍)] — ବର୍ଦ୍ଧମାନ; ବଢୁଥିବା — Increasing
  • ସଂ. ବିଣ. [ଏଧ ଧାତୁ=ବୁଦ୍ଧି ପାଇବା+ଆନ (ଶାନଚ୍)] — ବୃଦ୍ଧିପ୍ରାପ୍ତ — Augmented; increased