ଏଥିକି ଚାହିଁ Ethiki chāhiñ

  • ଦେ. ଅ — ଏ ବିଷୟକୁ ବିଚାର କରି — In consideration of this
  • ଦେ. ଅ — ଏଥିକି ଚାହିଁ ଯେଉଁ କଥା ହେବ ଭଲ, ତାହା କର ହେ ଏବେ ବସି ଲୋକପାଳ। କୃଷ୍ଣସିଂହ. ମହାଭାରତ. ଶାନ୍ତି।