ଏଥକୁ Ethaku
- ଦେ. ଅ. (ସଂ. ଅତ୍ର) — ଏଠାକୁ — To this place; hereto
- ଦେ. ଅ. (ସଂ. ଅତ୍ର) — ଦୁଃଖ ହେଲେ ସୁଖ ଏଥକୁ ନୁହେ ସରି। କୃଷ୍ଣସିଂହ. ମହାଭାରତ. ବନ।
- ଦେ. ଅ. (ସଂ. ଅତ୍ର) — ଏଥକୁ; ଏ ସମ୍ବନ୍ଧେ; ଏ ବିଷୟରେ — In this connection, regarding this matter
- ଦେ. ଅ. (ସଂ. ଅତ୍ର) — ଏଥିପାଇଁ; ଏହାପାଇଁ — For this; therefore; wherefore; this being so