ଏତେସରି Etesari

  • ଦେ. ଅ. (ସଂ. ଏତତ୍+ସଦୃଶ) — ଏପରି ଅବସ୍ଥା — Such condition; this predicament
  • ଦେ. ଅ. (ସଂ. ଏତତ୍+ସଦୃଶ) — ଭିନ୍ନ ଭିନ୍ନ ନୁହନ୍ତି ସେ ଏକ ଆତ୍ମାପରି ତୁମ୍ଭ କୂଟକପଟେ ହୋଇଲା ଏତେ ସରି। ସାରଳାମହାଭାରତ ଦ୍ରୋଣ।
  • ଦେ. ଅ. (ସଂ. ଏତତ୍+ସଦୃଶ) — ଏହି ପ୍ରକାରେ; ଏହିପରି; ଏସନ — Thus
  • ଦେ. କ୍ରି. ବିଣ — ଏରୂପେ; ଏହିପରି — Thus; in this light
  • ଦେ. ବି — ଏତେ ପର୍ଯ୍ୟନ୍ତ ଅବସ୍ଥା — This state or condition
  • ଦେ. ବି — ତେଡ଼େ ପୀରତି ପାଶୋରି, କିଶୋରୀବର; ବହିଲୁ ଯା ଏତେ ସରି। କବିସୂର୍ଯ୍ୟ ସଙ୍ଗୀତ।
  • ଦେ. ବିଣ — ଏତାଦୃଶ ଅବସ୍ଥାପନ୍ନ — 2. Of such a condition
  • ଦେ. ବିଣ — ଏଡ଼େବଡ଼ — So large
  • ଦେ. ବିଣ — ବ୍ରାହ୍ମଣ୍ଡର ମନ୍ତ୍ରବଳେ, କ୍ଷତ୍ରୀ ବୀର୍ଯ୍ୟବଳେ ସୁରକ୍ଷିତ ଆର୍ଯ୍ୟ ଦେଶେ ଘଟିବ ଅନୀତି ଏତିସରି— ରାଧାନାଥ. ମହାପାତ୍ର।