ଏତେସରିକି Etesariki

  • ଦେ. କ୍ରି. ବିଣ — ଏହି ଅବସ୍ଥା ପର୍ଯ୍ୟନ୍ତ — To this condition
  • ଦେ. କ୍ରି. ବିଣ — ଏତାବତ୍; ଆଜି ପର୍ଯ୍ୟନ୍ତ — Upto or till today
  • ଦେ. କ୍ରି. ବିଣ — ଏତେ ଦିନ ପର୍ଯ୍ୟନ୍ତ — So long
  • ଦେ. କ୍ରି. ବିଣ — ଏ ପର୍ଯ୍ୟନ୍ତ — Up to this