ଏତେତେତେ Etetete

  • ଦେ. ସର୍ବ. — କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟା ବା ପରିମାଣ — Any fixed number or quantity
  • ଦେ. ସର୍ବ. — ଏତେତେତେ ବୋଲିତ ଲେଖି ନାହିଁ ବିଧି। କୃଷ୍ଣସିଂହ. ମହାଭାରତ ବନ।