ଏତେଘାନ୍ତି Eteghānti

  • ଦେ. ଅ. (ସଂ. ଏତତ୍ ଓ ଘାତ) — ଏତେବେଳ ପର୍ଯ୍ୟନ୍ତ — Up to this time
  • ଦେ. ଅ. (ସଂ. ଏତତ୍ ଓ ଘାତ) — ଏତେ ଶୀଘ୍ର — So soon
  • ଦେ. ଅ. (ସଂ. ଏତତ୍ ଓ ଘାତ) — ଏତେ ବେଗରେ; ଏତେ ଯୋରରେ — With so much force