ଏତେଗୁଡ଼ାଏ Eteguṟḍ̠āe

  • ଦେ. ବିଣ.—(ଅନାଦରାର୍ଥକ) — ଏତେ ପରିମିତ; ଏତେ ସଂଖ୍ୟାରେ — So much; so many
  • ଦେ. ବି. — ଏତେ ପରିମିତ ବସ୍ତୁ ବା ବ୍ୟକ୍ତି — So many persons or things