ଏତେକାଳ Etekāḻa

  • ଦେ. ବି. (ସଂ. ଏତତ୍+କାଳ) — ଏତେ ସମୟ; ଏ ପର୍ଯ୍ୟନ୍ତ କାଳ — So much time
  • ଦେ. ବି. (ସଂ. ଏତତ୍+କାଳ) — ଏ ସମୟ — This time
  • ଦେ. ବି. (ସଂ. ଏତତ୍+କାଳ) — ବର୍ତ୍ତମାନ — Now
  • ଦେ. ବି. (ସଂ. ଏତତ୍+କାଳ) — ଏତେ ବହୁତ ସମୟ — So long a time