ଏତାଦୃକ୍ Etādṛuk

  • ସଂ. ବିଣ (ଏତତ୍+ଦୃଶ ଧାତୁ=ଦେଖିବା+କ୍ୱିପ୍= ଏହିଦୃଶ୍ ଶବ୍ଦ. 1 ମା 1 ବ) — ଏହିପ୍ରକାରର; ଏହି ରୂପର — Like this; such like; of this kind; belonging to this class
  • କ୍ରି. ବିଣ — ଏହିପରି; ଏ ପ୍ରକାରେ — In this way; so; in this manner; such; like this