ଏତାବତ୍ Etābat

  • ସଂ. ଅ. ଓ କ୍ରି. ବିଣ — ଏପର୍ଯ୍ୟନ୍ତ — Thus far; up to this time
  • ସଂ. ଅ. ଓ କ୍ରି. ବିଣ — ଆଜିଯାକେ — Till now; till to day
  • ସଂ. ଅ. ଓ କ୍ରି. ବିଣ — (ଏତତ+ବତ୍) ଆଜିପର୍ଯ୍ୟନ୍ତ — Upto the present moment
  • ସଂ. ବିଣ — ଏହିପରିମାଣର; ଏତିକି — So much; this much
  • ସଂ. ବିଣ — ଏତେବଡ଼ — So great; so large