ଏତଲାନାମା Etalānāmā

  • ବୈଦେ. ବି (ଆ. ଇତ୍ତଲାନାମାହ) — ଅଦାଲତର ବିଜ୍ଞାପନପତ୍ର ବା ଆଦେଶପତ୍ର — Notice issued by a court
  • ବୈଦେ. ବି (ଆ. ଇତ୍ତଲାନାମାହ) — ମକଦ୍ଦମାର ଏତଲାନାମା ଡିଗ୍ରିଜାରୀ ପରୁଆନା ସବୁ ମୋ ପାଖରେ ଅଛି— ଫକୀରମୋହନ. ଛମାଣଆଠଗୁଣ୍ଠ।