ଏତନମଧ୍ୟରେ Etanmadhyare

  • ଗ୍ରା. ଅ. (ସଂ. ଏତନ୍ମଧ୍ୟ) — ଇତି ମଧ୍ୟରେ — In the mean time
  • ଗ୍ରା. ଅ. (ସଂ. ଏତନ୍ମଧ୍ୟ) — ଏହି ଅବସରରେ — In this interval
  • ଗ୍ରା. ଅ. (ସଂ. ଏତନ୍ମଧ୍ୟ) — ଏମାନଙ୍କ ମଧ୍ୟରେ — Amongst these