ଏତଦ୍ଭିନ୍ନ Etadbhinna

  • ଦେ. ଅ (ସଂ. ଏତଦ୍+ଭିନ୍ନ) — ଏହାଛଡ଼ା — Besides this; apart from this
  • ଦେ. ଅ (ସଂ. ଏତଦ୍+ଭିନ୍ନ) — ପକ୍ଷାନ୍ତରରେ — On the other hand
  • ଦେ. ଅ (ସଂ. ଏତଦ୍+ଭିନ୍ନ) — ଆହୁରି; ଏବଂ — Also; and also