ଏଣ୍ଡୁଅ Eṇḍua

  • ଦେ. ବି. (ସଂ. ନାମ କୃକଳାସ; ପ୍ରତିସୂର୍ଯ୍ୟକ; ସରଟ) — ଶରଟ ନାମକ ଏକ ପ୍ରକାର ସରୀସୃପ — Chameleon
  • ଦେ. ବି. (ସଂ. ନାମ କୃକଳାସ; ପ୍ରତିସୂର୍ଯ୍ୟକ; ସରଟ) — ଚଉପାଶେ ଜନ୍ମ ଭୂମୀ ଏଣ୍ଡୁଅ ହେଲା। ବିଶ୍ୱନାଥ. ବିଚିତ୍ରରାମାୟଣ।