ଏଣ୍ଡିଚାଷ Eṇḍichāsha
- ଦେ. ବି — ଏଣ୍ଡି ପୋକକୁ ପାଳି ସେମାନଙ୍କ ଠାରୁ ଏଣ୍ଡି ନାମକ ରେସମସୂତା ଆମଦାନି କରିବାର ରୀତି — Eri-culture
- ଦେ. ବି — [ଦ୍ର—ଏଣ୍ଡିପୋକମାନଙ୍କୁ ଗବପତ୍ର ଖାଇବାକୁ ଦେଲେ କୋଡିଏ ଦିନରେ ଏମାନେ ପାକଳ ହୋଇ ଖୋଷା ତିଆରି କରନ୍ତି। ଖୋଷା କାଟି ପଦାକୁ ପ୍ରଜାପତି ହୋଇ ବାହାରି ଗଲେ ସେହି ଖୋଷାକୁ ପାଣିରେ ବତୁରାଇ ରଖି ତା ପରେ ସୋଡ଼ାମିଶା ପାଣିରେ ସିଝାଇ ଶୁଖାଇ ହାତରେ ତାକୁ ଭିଣି ଅରଟରେ କାଟି ସୂତା କରାଯାଏ—ଭିକାରିଚରଣ— ଏଣ୍ଡି ଚାଷପୁସ୍ତକ।]