ଏଣ୍ଡିପୋକ Eṇḍipoka

  • ଦେ. ବି — ଏଣ୍ଡିସୂତାର ଖୋଷା ବାନ୍ଧିବା ପୋକ — Eri-silk worms
  • ଦେ. ବି — [ଦ୍ର—ଏମାନେ ନେଳିଆ ଓ ଚାରି ଆଙ୍ଗୁଳ ପର୍ଯ୍ୟନ୍ତ ବଢ଼ନ୍ତି ଏବଂ ଏମାନେ ଜନ୍ମଠାରୁ କୋଡ଼ିଏ ଦିନେ ଖୋଷା ବାନ୍ଧନ୍ତି।]