ଏଣ୍ଟର୍ କରିବା Eṇṭar karibā

  • ଦେ. କ୍ରି — କୌଣସି ରେଜିଷ୍ଟରୀରେ ନାମ କିମ୍ବା କୌଣସି ବିଷୟ ଲେଖିବା — To enlist (a name or a matter into a register)
  • ଦେ. କ୍ରି — କ୍ରିକେଟ୍ ଖେଳରେ ବା ଅନ୍ୟ କୌଣସି ପ୍ରତିଯୋଗିତା ଥିବା ଖେଳରେ ଏକ ପକ୍ଷର ଅନ୍ତର୍ଭୁକ୍ତ ହେବା — To enter into a match or competiotion