ଏଣୀନୟନା Eṇīnayanā

  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି ଏଣୀ+ନୟନ+ସ୍ତ୍ରୀ. ଆ) — ମୃଗନୟନା; ଯେଉଁ ସ୍ତ୍ରୀର ଚକ୍ଷୁ ମୃଗୀଚକ୍ଷୁ ପରି ସୁନ୍ଦର (ମୃଗୀର ଚକ୍ଷୁ ସରୁଆ ଓ ଲମ୍ବ) — (woman) With eyes; like those of the deer; fair-eyed gazelle-eyed