ଏଠାସେଠା ହେବା Eṭhāsethā hebā

  • ସଂ. କ୍ରି. — ଅସ୍ଥିର ହେବା — To be moving about
  • ସଂ. କ୍ରି. — ଏକସ୍ଥାନରେ ସ୍ଥିର ହୋଇ ନ ରହିବା — Not to stay at one fixed place; not to have a fixed abode